ଆଉ ପାଇବ ଭଲ କରି ସଭିଙ୍କୁ ନିଜର ଆଉ ପାଇବ ଭଲ କରି ସଭିଙ୍କୁ ନିଜର
ବେଳେ ବେଳେ ଏ ଲୁହ ଗୁଡାବି..... ବେଳେ ବେଳେ ଏ ଲୁହ ଗୁଡାବି.....
ଖୁବ୍ କଷ୍ଟ ଦିଅନ୍ତି ଦେହ ,ମନ ଆଉ ଜୀବନକୁ ପ୍ରତି କ୍ଷଣେ ଜାଳୁଥାନ୍ତି । ଖୁବ୍ କଷ୍ଟ ଦିଅନ୍ତି ଦେହ ,ମନ ଆଉ ଜୀବନକୁ ପ୍ରତି କ୍ଷଣେ ଜାଳୁଥାନ୍ତି ।
ଆଖି କହେ ନା ଆଉ ସାହସ ନାହିଁ ଝରେଇଵା ପାଇଁ ଲୁହ । ଇଚ୍ଛା ହୁଏ ପୁଣି ଥରେ ଵାଣ୍ଟିଵାକୁ କିଛି.. ଆଖି କହେ ନା ଆଉ ସାହସ ନାହିଁ ଝରେଇଵା ପାଇଁ ଲୁହ । ଇଚ୍ଛା ହୁଏ ପୁଣି ଥରେ ଵାଣ୍ଟିଵା...
ମନ କଷ୍ଟ ବେଳେ ଶୁଣିଦେଲେ ତୋର ସେଇ ମିଠା ଦୁଇପଦ କଥା। ଯେତେ ଦୁଃଖ, କଷ୍ଟ ସାଥେ ମନୁ ଲିଭିଯାଏ ସବୁ ବ୍ୟଥା । ମନ କଷ୍ଟ ବେଳେ ଶୁଣିଦେଲେ ତୋର ସେଇ ମିଠା ଦୁଇପଦ କଥା। ଯେତେ ଦୁଃଖ, କଷ୍ଟ ସାଥେ ମନୁ ଲିଭିଯା...
ସ୍ୱପ୍ନରେ ମୋ ମନ ମାନସୀ ସ୍ୱପ୍ନରେ ମୋ ମନ ମାନସୀ